ନଦ୍ଧ Naddha
- ସଂ. ବିଣ. (ନଦ୍ ଧାତୁ=ବନ୍ଧନ କରିବା+କର୍ମ. ତ) — ବନ୍ଧା ହୋଇଥିବା; ବଦ୍ଧ — Tied; bound down
- ସଂ. ବିଣ. (ନଦ୍ ଧାତୁ=ବନ୍ଧନ କରିବା+କର୍ମ. ତ) — ପିନଦ୍ଧ; ପରିହିତ; ପିନ୍ଧା ଯାଇଥିବା — Worn
- ସଂ. ବିଣ. (ନଦ୍ ଧାତୁ=ବନ୍ଧନ କରିବା+କର୍ମ. ତ) — ବ୍ୟାପ୍ତ — Spread; occupied; pervaded