ନଦୀନ Nadīna
- ସଂ. ବି. ( 6 ଷ୍ଠୀ ତତ୍; ନଦୀ+ଇନ୍=ପ୍ରଭୁ) — ସମୁଦ୍ର — The sea
- ସଂ. ବି. ( 6 ଷ୍ଠୀ ତତ୍; ନଦୀ+ଇନ୍=ପ୍ରଭୁ) — ବରୁଣ — The God of the sea
- ସଂ. ବି. ( 6 ଷ୍ଠୀ ତତ୍; ନଦୀ+ଇନ୍=ପ୍ରଭୁ) — ବରୁଣ ଗଛ (ଦେଖ) — Baruṇa (tree) (See)
- ସଂ. ବିଣ. ପୁଂ (ନ+ଦୀନ) — ଯେ ଦୀନ ଅର୍ଥାତ୍ ଦରିଦ୍ର ନୁହେ; ଦୀନ ଭିନ୍ନ (ବ୍ୟକ୍ତି) — Not poor