ନଦୀମାତୃକ Nadīmātṛuka
- ସଂ. ବିଣ. ପୁଂ. (ବହୁବ୍ରୀହି; ନଦୀ+ମାତୃ+କ; ଯେଉଁ ସ୍ଥାନର ନଦୀ ମାତୃସ୍ୱରୂପ) — ଯେଉଁ ଦେଶରେ ନଦୀଜଳ ସାହାଯ୍ୟରେ ଶସ୍ୟାଦି ଉତ୍ପନ୍ନ ହୁଏ — (a country) Watered by rivers; river-irrigated (area)
- ସଂ. ବିଣ. ପୁଂ. (ବହୁବ୍ରୀହି; ନଦୀ+ମାତୃ+କ; ଯେଉଁ ସ୍ଥାନର ନଦୀ ମାତୃସ୍ୱରୂପ) — [ଦ୍ର—ବୃଷ୍ଟିଜଳଦ୍ୱାରା ଯେଉଁ ଦେଶରେ ଶସ୍ୟ ଉତ୍ପନ୍ନ ହୁଏ ତାକୁ ଦେବମାତୃକ ଦେଶ କହନ୍ତି।]