ନଦୀଜ୍ଞ Nadījn̄a

  • ସଂ. ବି. (ନଦୀ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଯେଉଁ ବ୍ୟକ୍ତି ନଦୀର ଗଭୀରତା ସମ୍ବନ୍ଧରେ ଅଭିଜ୍ଞ ଥିବାରୁ ନଦୀରେ ନୌକା, ଜାହାଜ ଆଦିକୁ ବାଟ କଢ଼ାଏ; କଢ଼ୁଆଳ — A pilot
  • ସଂ. ବିଣ — ନଦୀର ଗଭୀରତା ଓ ବିଷମ ସମ୍ବନ୍ଧରେ ଅଭିଜ୍ଞ — Familiar with the depth, rapids and dangerous spots of a river