ନଦୀଜ Nadīja
- ସଂ. ବି. (ନଦୀ+ଜନ୍ ଧାତୁ+କର୍ତ୍ତୃ. ଅ) — ନଦୀରୁ ଉତ୍ପନ୍ନ — Produced from or growing in a river; river-born
- ସଂ. ବି — (ଗଙ୍ଗାଙ୍କ ପୁତ୍ର) ଭୀଷ୍ମ — Bhīshma
- ସଂ. ବି — ହିଞ୍ଜଳ (ଗଛ) (ଦେଖ) — Hin̄jaḻa (tree) (See)
- ସଂ. ବି — ଅର୍ଜୁନ (ଗଛ) (ଦେଖ) — Arjuna (tree) (See)
- ସଂ. ବି — [ଦ୍ର—ଉକ୍ତ ଦୁଇବୃକ୍ଷ ନଈ ପୋଖରୀ ଆଦି ଜଳାଶୟ ନିକଟରେ ଜନ୍ମେ।]
- ସଂ. ବି — କଳା ସୁର୍ମା (ହି. ଶବ୍ଦସାଗର) — Black collyrium
- ସଂ. ବି — ସମୁଦ୍ର ଫଳ (ଦେଖ) (ହି. ଶବ୍ଦସାଗର) — Samudra phaḻa (See)