ନଖ କୋଣ Nakha koṇa

  • ସଂ. ବି. ( 6 ଷ୍ଠୀ ତତ୍; ନଖ+କୋଣ) — ହାତ ଓ ଗୋଡ଼ର ନଖର ଅଗ୍ରଭାଗର ଦୁଇ ପ୍ରାନ୍ତ — The two corners of the ends of the finger nails