ନଖ ଗଳେଇବା Nakha gaḻeibā

  • ଦେ. କ୍ରି — କୌଣସି ପଦାର୍ଥରେ ନଖକୁ ଫୋଡ଼ିବା — To thrust the sharp ends of the nails into something
  • ଦେ. କ୍ରି — ରାମ୍ପୁଡ଼ିବା — To scratch with the nails