ନଖ ଛାଡ଼ିବା Nakha chhāṟḍ̠ibā

  • ଦେ. କ୍ରି — ନଖକୁ ନ କାଟିବା; ନଖକୁ ନ କାଟି ବଢ଼ିବାକୁ ଦେବା — To let the nails grow (without clipping them)
  • ଦେ. କ୍ରି — [ଦ୍ର—କେହି କେହି କୌଣସି ଦେବତାଙ୍କ ଠାରେ ମାନସିକ କରି ଅଭୀଷ୍ଟସିଦ୍ଧି ନ ହେବା ପର୍ଯ୍ୟନ୍ତ ନଖ ଛାଡ଼ନ୍ତି।]