ନଖ କଟା(ଟେ)ଇବା Nakha kaṭā(ṭe)ibā

  • ଦେ. କ୍ରି — ଆପଣାର ବର୍ଦ୍ଧିତ ନଖାଗ୍ରକୁ ଭଣ୍ଡାରି ଦ୍ୱାରା କର୍ତ୍ତିତ କରାଇବା — To have one's nails pared by the barber