ନଖ କାଟିବା Nakha kāṭibā

  • ଦେ. କ୍ରି. (ସଂ. ନଖ+ କର୍ତ୍ତନ) — ଅଙ୍ଗୁଳି ଅଗରୁ ନଖର ବର୍ଦ୍ଧିତ ଅଂଶ ଛେଦନ କରିବା — To pare or clip the nails
  • ଦେ. କ୍ରି. (ସଂ. ନଖ+ କର୍ତ୍ତନ) — [ଦ୍ର—ଭଣ୍ଡାରିମାନଙ୍କଦ୍ୱାରା ବାଳ କତୁରିବା ଓ ନଖ କାଟିବା କର୍ମ ହୁଏ।]