ନଖ କ୍ଷତ Nakha kshata
- ସଂ. ବି. (ମ. ପ. ଲୋ; ନଖ ଜନିତ କ୍ଷତ) — ନଖଦ୍ୱାରା ବସାଯିବା ଚିହ୍ନ; ନଖାଘାତର ଦାଗ; ନଖରେ ରାମ୍ପୁଡ଼ା ଚିହ୍ନ — Marks left by the nails; nail-mark; scratches left by nails
- ସଂ. ବି. (ମ. ପ. ଲୋ; ନଖ ଜନିତ କ୍ଷତ) — ନାଗରୀର ଶରୀର ଓ ବିଶେଷତଃ ସ୍ତନରେ ନାଗରର ନଖାଘାତ ଜନିତ ଚିହ୍ନ — Marks left on the body and specially the breasts of a lady by the nails of a lover or gallant