ଧାନୁଆ Dhānuā

  • ଦେ. ବିଣ — ଧାନ ଆକୃତିବିଶିଷ୍ଟ — paddy-shaped
  • ଦେ. ବିଣ — (ଯଥା—ଧାନୁଆ କଣ୍ଠି, ଧାନୁଆ ଲଙ୍କାମରିଚ।)
  • ଦେ. ବିଣ — ଧାନମିଶ୍ରିତ (ଚାଉଳ) — (rice) Mixed up with grains of paddy
  • ପ୍ରାଦେ. (ବାଲେଶ୍ୱର) ବିଣ — ଯେ ବହୁତ ଧାନ ସଂଚୟ କରିଥାଏ — (a person) Who has stored up a large quantity of paddy