ଧାନିକା Dhānikā

  • ସଂ. ବି. ସ୍ତ୍ରୀ. (ଧାନୀ+ସ୍ୱାର୍ଥେ. କ+ସ୍ତ୍ରୀ ଆ; ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବ୍ୟବହୃତ) — ସ୍ଥାନ; ଭଣ୍ଡାର — A store; a place
  • ସଂ. ବି. ସ୍ତ୍ରୀ. (ଧାନୀ+ସ୍ୱାର୍ଥେ. କ+ସ୍ତ୍ରୀ ଆ; ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବ୍ୟବହୃତ) — ଆଧାର; ଦାନୀ — A receptacle
  • ସଂ. ବି. ସ୍ତ୍ରୀ. (ଧାନୀ+ସ୍ୱାର୍ଥେ. କ+ସ୍ତ୍ରୀ ଆ; ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବ୍ୟବହୃତ) — (ଯଥା—ଅଙ୍ଗାର ଧାନିକା=ଉମ୍ଭେଇ।)