ଧାନୀ Dhānī

  • ସଂ. ବି. ସ୍ତ୍ରୀ. (ଧା ଧାତୁ+ଅଧିକରଣେ ଅନ+ସ୍ତ୍ରୀ. ଈ) — ଧାନିକା (ଦେଖ) — Dhānikā (See)
  • ସଂ. ବି. ସ୍ତ୍ରୀ. (ଧା ଧାତୁ+ଅଧିକରଣେ ଅନ+ସ୍ତ୍ରୀ. ଈ) — (ଯଥା—ରାଜଧାନୀ=ରାଜାଙ୍କ ବାସସ୍ଥାନ।)
  • ସଂ. ବି. ସ୍ତ୍ରୀ. (ଧା ଧାତୁ+ଅଧିକରଣେ ଅନ+ସ୍ତ୍ରୀ. ଈ) — ପୀଲୁ ଗଛ (ହି. ଶବ୍ଦସାଗର) (ଦେଖ) — Pi̱lu tree (See)
  • ସଂ. ବି. ସ୍ତ୍ରୀ. (ଧା ଧାତୁ+ଅଧିକରଣେ ଅନ+ସ୍ତ୍ରୀ. ଈ) — ଧଣିଆ (ହି. ଶବ୍ଦସାଗର) — Coriander