ଧାନୁଆ ଲଙ୍କା ମରିଚ Dhānuā laṅkā maricha

  • ଦେ. ବି — ଧାନ ପରି ଛୋଟ ଛୋଟ ଅଥଚ ଅତି ଉଗ୍ର ରାଗ ଥିବା ଏକ ଜାତୀୟ ଲଙ୍କାମରିଚ — The small capsicum; Capsicum Minimum
  • ଦେ. ବି — [ଦ୍ର—ଏହା ତିନି ପ୍ରକାର— 1 । ଜଙ୍ଗଲି; 2 . ଉଲଟ ଧାନୁଆ; 3 . ସୂର୍ଯ୍ୟ ପାଣି ମୁହଁ—ଏହାର ଫୁଲ ସୂର୍ଯ୍ୟ ଆଡ଼କୁ ମୁହଁ କରି ଫୁଟେ।] — [ଦ୍ର—ଏହା ତିନି ପ୍ରକାର—1 ଜଙ୍ଗଲି;2. ଉଲଟ ଧାନୁଆ;3. ସୂର୍ଯ୍ୟ ପାଣି ମୁହଁ—ଏହାର ଫୁଲ ସୂର୍ଯ୍ୟ ଆଡ଼କୁ ମୁହଁ କରି ଫୁଟେ]