ଧାନୁଆ ମଦ Dhānuā mada

  • ଦେ. ବି. (ସଂ. ଧାନ୍ୟ+ମଦ୍ୟ) — ସିଦ୍ଧ ଧାନ୍ୟରୁ ଅରଖ ତିଆରି କରିବା ପ୍ରଣାଳୀରେ ପ୍ରସ୍ତୁତ ମଦ — Rum or spirit brewed from unhusked paddy