ଧାନା Dhānā

  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଭୃଷ୍ଟଯବ; ଯଅ ଭଜା — Fried barley
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଚୂର୍ଣ୍ଣ ଯବ — Barley powder
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଧନିଆ — Coriander
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — (ଏକବଚନ) ଅଙ୍କୁର; ଗଜା — A sprout; shoot
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଚୁଡ଼ା — Flattened parched rice
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଖଇ — Fried paddy
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଛତୁ; ସକ୍ତୁ — Corn flour
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଅନ୍ନକଣ; ଖୁଦ (ହି. ଶବ୍ଦସାଗର) — Particles of food-grain
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଅନ୍ନମାତ୍ର (ହି. ଶବ୍ଦସାଗର) — Food grain; corn (in general)
  • ସଂ. ବି. (ନିତ୍ୟ ବହୁବଚନ; ଧା ଧାତୁ=ପୋଷଣ କରିବା+କର୍ତ୍ତୃ. ନ+ସ୍ତ୍ରୀ. ଆ) — ଧାନ (ହି. ଶବ୍ଦସାଗର) — Paddy