ଧର୍ମପଦ Dhamapada
- ଦେ. ବି — କୋଣାର୍କ ମନ୍ଦିର ନିର୍ମାଣ ସମୟରେ 12 ଶହ ବଢ଼େଇଙ୍କ ବୁଦ୍ଧିର ଅଗମ୍ୟ ମନ୍ଦିରର ମୁଦଶିଳା(ମୁଣ୍ଡିମାରିବା) କାର୍ଯ୍ୟ ସମାଧାନ କରିଥିବା ଜଣେ ବୁଦ୍ଧିମାନ୍ ବଢ଼େଇ ବାଳକର ନାମ — କୋଣାର୍କ ମନ୍ଦିର ନିର୍ମାଣ ସମୟରେ12ଶହ ବଢ଼େଇଙ୍କ ବୁଦ୍ଧିର ଅଗମ୍ୟ ମନ୍ଦିରର ମୁଦଶିଳା(ମୁଣ୍ଡିମାରିବା) କାର୍ଯ୍ୟ ସମାଧାନ କରିଥିବା ଜଣେ ବୁଦ୍ଧିମାନ୍ ବଢ଼େଇ ବାଳକର ନାମ—Name of a very intelligent carpenter boy who was able to complete the temples at Koṇārka by setting the coping stone at the proper place
- ଦେ. ବି — [ଦ୍ର—ଚୁମ୍ବକ ପଥରକୁ ଦେଉଳରେ ବସାଇ ଦେଉଳର ମୁଣ୍ଡି ମାରିବାପାଇଁ କୋଣାର୍କ ମନ୍ଦିରର ନିର୍ମାଣର ଭାରପ୍ରାପ୍ତ ଲାଙ୍ଗୁଳା ନରସିଂହଦେବଙ୍କ କର୍ମଚାରୀ ସିବେଇ ସାଆନ୍ତରା କଳ୍ପନା କରିଥିଲେ; କିନ୍ତୁ ବଢ଼େଇମାନେ ଯଥାସ୍ଥାନରେ ଉକ୍ତ ପଥରକୁ ବସାଇ ପାରୁ ନ ଥିବାରୁ ଦେଉଳ ମୁଣ୍ଡି ମରି ପାରୁ ନ ଥିଲା। ତାକୁ ଉକ୍ତ ବାଳକ ବସାଇ ଦେଇଥିଲା। ସ୍ୱାର୍ଗୀୟ ଗୋପବନ୍ଧୁ ଦାଶ ଏହି କାହାଣୀକୁ ଅବଲମ୍ବନ କରି 'ଧର୍ମପଦ' ନାମରେ ଖଣ୍ଡେ କ୍ଷୁଦ୍ର କାବ୍ୟ ଲେଖି— ଅଛନ୍ତି।]