ଧର୍ମପୀଠ Dharma pīṭha
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ପୀଠ) — ଧର୍ମ ସାଧନର ପ୍ରଧାନ ସ୍ଥାନ; ତୀର୍ଥ — A holy place
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ପୀଠ) — ଯେଉଁ ସ୍ଥାନରେ ଧର୍ମ ସମ୍ବନ୍ଧେ ବ୍ୟବସ୍ଥା ମିଳେ — A place where prescriptions about religious points may be had
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ପୀଠ) — କାଶୀ (ହି. ଶବ୍ଦସାଗର) — A name of Benares