ଧର୍ମନାଶ Dharma nāṡa

  • ସଂ. ବି. (ଧର୍ମ+ନାଶ; 6 ଷ୍ଠୀ ତତ୍) — ଧର୍ମର ଲୋପ; ଧର୍ମହାନି — Ruin of religion; compromise of virtue
  • ସଂ. ବି. (ଧର୍ମ+ନାଶ; 6 ଷ୍ଠୀ ତତ୍) — ସ୍ତ୍ରୀର ସତୀତ୍ୱ ନାଶ; ସ୍ତ୍ରୀର ଇଜତ୍ ନେବା — Outraging of a woman's chastity or modesty