ଧର୍ମପିଅର Dharama piara

  • ଦେ. ବି. (ସଂ. ଧର୍ମ+ପିତ) — ଧର୍ମପିତା (ଦେଖ) — Dharma pitā (See)
  • ଦେ. ବି. (ସଂ. ଧର୍ମ+ପିତ) — ଅନାଥ ବାଳକଙ୍କୁ ଆଣି ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ, ସେ ଧର୍ମ ପିଅର ଜନନୀ, ବୋଲନ୍ତି ବେଦମତେ ମୁନି—ଜଗନ୍ନାଥ. ଭାଗବତ।