ଧର୍ମପତ୍ନୀ Dharma patnī

  • ସଂ. ବି. ସ୍ତ୍ରୀ (ଧର୍ମ+ପତ୍ନୀ; 4 ର୍ଥୀ ତତ୍) — ପ୍ରଥମ ବିବାହିତା ଭାର୍ଯ୍ୟା — One's first wedded wife
  • ସଂ. ବି. ସ୍ତ୍ରୀ (ଧର୍ମ+ପତ୍ନୀ; 4 ର୍ଥୀ ତତ୍) — ସହଧର୍ମିଣୀ — One's better-half
  • ସଂ. ବି. ସ୍ତ୍ରୀ (ଧର୍ମ+ପତ୍ନୀ; 4 ର୍ଥୀ ତତ୍) — (ଯଥା— ଶାସ୍ତ୍ରରେ ଅଛି ପ୍ରଥମା ଧର୍ମପତ୍ନୀକ ଦ୍ୱିତୀୟା ରତି— ବର୍ଦ୍ଧିନୀ; ଅର୍ଥାତ୍, ପ୍ରମଥବିବାହିତା ସ୍ତ୍ରୀ ଧର୍ମପତ୍ନୀ ଓ ଦ୍ୱିତୀୟ— ବିବାହିତା ସ୍ତ୍ରୀ କାମପତ୍ନୀ।)