ଧରାଧର୍ Dharādhar

  • ଦେ. ବି. — ବଳାବଳ; ଷୋଳବିଶ୍ୱା; ଅତି ଆପନ୍ନ ଅବସ୍ଥା; ଅସମ୍ଭାଳ; ଅସହ୍ୟ ଅବସ୍ଥା — Very critical position; crisis
  • ଦେ. ବି. — (ଯଥା—ମୋ ନିଜ କଥା ତ ଧରାଧର୍, ମୁଁ ତତେ ରଖୁଛି କାହୁଁ?
  • ଦେ. ବିଣ. — ଅତ୍ୟନ୍ତ ଆପନ୍ନ (ଅବସ୍ଥା) — very critical (condition)
  • ଦେ. ବିଣ. — ଅସମ୍ଭାଳ — Unbearable