ଧରାଧର Dharādhara

  • ସଂ. ବି.—(ଧରା+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ପର୍ବତ — Mountain
  • ସଂ. ବି.—(ଧରା+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି.—(ଧରା+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — କୂର୍ମରାଜ; ବିଷ୍ଣୁଙ୍କ ଦ୍ୱିତୀୟ ଅବତାର — The 2nd or tortoise incarnation of Bishṇu
  • ସଂ. ବି.—(ଧରା+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଶେଷ ନାଗ; ବାସୁକୀ — The king of serpents said to hold up the universe on its hoods