ଧରାତଳି Dharātaḻi

  • ଦେ. ବି. ସ୍ତ୍ରୀ. (ସଂ. ଧରାତଳ) — ପୃଥିବୀ; ଭୂପୃଷ୍ଠ — The earth
  • ଦେ. ବି. ସ୍ତ୍ରୀ. (ସଂ. ଧରାତଳ) — ଭେରୀ ତୁରୀ ବୀଣା ଯେ ମୃଦଙ୍ଗ କାହାଳୀ ଶବଦରେ ପାଣ୍ଡୁ କମ୍ପାଇ ଧରାତଳି। କୃଷ୍ଣସିଂହ, ମହାଭାରତ ଆଦି।