ଧରି ଧରମ କରାଇବା Dhari dharama karāibā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ (ତାର ଇଚ୍ଛା ନ ଥିଲେ ମଧ୍ୟ) ବାଧ୍ୟ କରି ଧର୍ମକାର୍ଯ୍ୟରେ ପ୍ରବୃତ୍ତ କରାଇବା — To oblige a person to become pious against his wish