ଧରାଧରି Dharādhari
- ଦେ. ବି. — କୁଣ୍ଢିଆ କୁଣ୍ଢେଇ — Embracing each other
- ଦେ. ବି. — ବିଜୟୀ ବରାହବରେ ତୋଷେ ଧରାଧରି—ଗୋଲକ ଇନ୍ଦୁରେଖା।
- ଦେ. ବି. — ଅନ୍ୟୋ଼ଽନ୍ୟରେ ଧରିବା; ଧରାପରା — Holding or seizing each other
- ଦେ. ବି. — ମରାମରି ହୋଇଣ ହେଲେ ଧରାଧରି। କୃଷ୍ଣସିଂହ, ସହାଭାରତ, ସଭା।
- ଦେ. ବି. — ଭୂମିରୁ ଟେକାଟେକି କରିବା — Lifting up from the ground
- ଦେ. ବି. — ସନିର୍ବନ୍ଧ ଅନୁରୋଧ କରିବା — Making of pressing request
- ଦେ. ବି. — ଘାଆ ବ୍ରଣ ଆଦି ମନ୍ତ୍ର ପ୍ରୟୋଗଦ୍ୱାରା ଦୁରାରୋଗ୍ୟ କରିବା — Making a wound fester by means of charms
- ଦେ. ବି. — କୌଣସି ବସ୍ତୁକୁ ବହୁବାର ଧରିବା — Repeated holding or handling (of any thing)
- ଦେ. ବି. — ଆରେ ଧିରାବର, ଧରାଧରି କଲେ ରମ୍ୟ ପୟୋଧର। କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. — କଳି କରି ପରସ୍ପର ବଳ କଷାକଷି ହେଉଥିବା (ଦୁଇଜଣ) — (two persons) Duelling with each other
- ଦେ. କ୍ରି. ବିଣ — କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ବା ଆସକ୍ତି ସତ୍ୱେ କୌଣସି ବ୍ୟକ୍ତି ପ୍ରତି ଜବରଦସ୍ତି ବା ବଳପ୍ରୟୋଗ— ପୂର୍ବକ ବା ଭୂମିରୁ ଉଠାଇ (କୌଣସି କାର୍ଯ୍ୟ କରାଇବା) — (to make a person do a thing.) Against one's wish inspite of one's inabilitys' by the use of force or coercion
- ଦେ. କ୍ରି. ବିଣ — ଠାଆରୁ ନ ଉଠେ ବର, ଧରାଧରି ବାହା କର। ଢଗ।