ଦୋରଖା Dorakhā

  • ବୈଦେ. ବିଣ (ଫା. ଦୋରୁଖା) — ଦୁଇ ପିଠିରେ ଏକ ରକମ ଫୁଲ କାମ ବୁଣା ହୋଇଥିବା (ବସ୍ତ୍ର); ଯେଉଁ ଲୁଗାର ସଦର ମଫସଲ ନ ଥାଏ — (a cloth) Having the same design on both sides
  • ବୈଦେ. ବିଣ (ଫା. ଦୋରୁଖା) — (ଯଥା—ଦୋରକା ଶାଲ।)