ଦୋମୁହୀଁ Domuhīñ

  • ଦେ. ବି.—(ସଂ. ଦ୍ୱି ଓ ମୁଖୀ) — ଏକପ୍ରକାର ଘର; ବାଘ— ମୁହୀଁ (ଯେଉଁ ଘରର ଦୁଇଟି ଦୁଆର ଏପରି କୌଶଳକ୍ରମେ ବସାଯାଇଥାଏ ଯେ ଜଣେ ଆଗନ୍ତୁକ ହଠାତ୍ ସେ ଘରେ ପଶି ପାରେନାହିଁ) — A house with a two intricate doors which puzzle strangers