ଦୋରସ୍ତ Dorasta

  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଠିକ୍; ଠିକ୍ ଠାକ୍ — Set right; set in order
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ସଜଡ଼ା ହୋଇଥିବା — Fully repaired
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଚଉକସ୍ — Strong
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ସୁଶାସିତ — Brought under control; regulated; controlled
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଚଉରସ; ସମତଳୀକୃତ — Levelled up
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ସୁମାର୍ଜିତ — Well refined; well repaired
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଉପସ୍ଥିତ ଉଦ୍ଦେଶ୍ୟ ନିମନ୍ତେ ଯଥେଷ୍ଟ — Sufficient for the present purpose
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ପରାଜିତ — Subdued
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ନିର୍ଦୋଷ; ଦେଷହୀନ — Flawless; faultless
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଯାହା ଉତ୍ତମ ଅବସ୍ଥାରେ ଅଛି — Which is in good order
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଯଥାର୍ଥ; ପ୍ରକୃତ — Right; correct
  • ବୈଦେ. ବିଣ. (ଫା. ଦୁରୁସ୍ତ୍) — ଉଚିତ; ସମୁଚିତ — Proper