ଦୋରିହା Dorihā

  • ଦେ. (ପଦ୍ଯ) ବିଣ ଓ ବି — ଦୋରେହା (ଦେଖ) — Dorehā (See)
  • ଦେ. (ପଦ୍ଯ) ବିଣ ଓ ବି — ପାଣ୍ଡବେ ତୁମ୍ଭର ଦୋରିହା ହୋଇ କରି; ନିଶ୍ଚେଁ ମଲେ ସୁମରି ଇନ୍ଦପ୍ରସ୍ଥ ଶିରୀ। କୃଷ୍ଣସିଂହ. ମହାଭାରତ. ବିରାଟ।