ଦୋରବସ୍ତ Dorabasta
- ବୈଦ. କ୍ରି. ବିଣ (ଫା. ଦୋରୋବସ୍ତ୍) — ଗୋଟା ସୁଦ୍ଧା — Entirely; wholly
- ବୈଦ. କ୍ରି. ବିଣ (ଫା. ଦୋରୋବସ୍ତ୍) — ସମ୍ପୂର୍ଣ୍ଣରୂପେ — Totally
- ବୈଦ. କ୍ରି. ବିଣ (ଫା. ଦୋରୋବସ୍ତ୍) — ବିବାକ୍ — Completely; wholly
- ବୈଦ. କ୍ରି. ବିଣ (ଫା. ଦୋରୋବସ୍ତ୍) — ଆଦୌ; ଜମାରୁ — At all
- ବିଣ — ଗୋଟାକ ଯାକ — Entire; whole
- ବିଣ — ସମୁଦାୟ — All