ଦୋରୁଅ Dorua

  • ଦେ. ବି (ସଂ. ଦ୍ରବ) — ଆଖୁର ରସ — Juice of sugarcane
  • ଦେ. ବି (ସଂ. ଦ୍ରବ) — ଗଛର ଡାଳପତ୍ର ଆଦିରୁ ଚିପୁଡ଼ା ହୋଇଥିବା ରସ — Juice impressed from plants, leaves etc