ଦୋମୁଣ୍ଡିଆ Domuṇḍiā

  • ଦେ. ବି. (ସଂ. ଦ୍ୱି ଓ ମୁଣ୍ଡ) — ଏକ ପ୍ରକାର ସରୁ ସାପ — A kind of small serpent Amphisbaena
  • ଦେ. ବି. (ସଂ. ଦ୍ୱି ଓ ମୁଣ୍ଡ) — [ଦ୍ର—ଏହାର ମୁହଁ ପାଖ ଓ ଲାଙ୍ଗୁ଼ଡ଼ ପାଖ ଏକାପରି ଦେଖା ଯିବାରୁ ଲୋକେ ଏହାର ଦୁଇଟି ମୁଣ୍ଡ ଅଛି ବୋଲି ଭ୍ରମରେ କହି ଥାଆନ୍ତି। ଏହାର ବର୍ଣ୍ଣ ପାଟଳ ଓ ଦେହରେ କାତି ନ ଥାଏ।]
  • ବିଣ. — (ଲକ୍ଷଣାର୍ଥ) ଯେଉଁ ଲୋକ ପରସ୍ପରବିପକ୍ଷ ଉଭୟଙ୍କ ସଙ୍ଗରେ ମିଳି ଥାଏ — Espousing the cause of two opposite sides