ଦୋୟମ୍ Doyam
- ବୈଦେ. ବିଣ (ଫା) — ଉର୍ବରତା ସମ୍ବନ୍ଧେ ଦ୍ୱିତୀୟ ଶ୍ରେଣୀର (ଜମି) — (land) Of the second class as regards productiveness
- ବୈଦେ. ବିଣ (ଫା) — [ଦ୍ର— 1842 ସାଲର ଓଡୢଶା ରାଜସ୍ୱ ବନ୍ଦୋବସ୍ତ ସମଯରେ ଉର୍ବରତା ଅନୁସାରେ ଜମିମାନଙ୍କ ଶ୍ରେଣୀ ବିଭାଗ କରାଯାଇ ତଦନୁସାରେ ଖଜଣା ଧାର୍ଯ୍ଯ ହୋଇଗଲା। 1 ମ ଶ୍ରେଣୀ ବା ଅତ୍ୟୁକୃଷ୍ଟ— ଅଉଲ୍. 2 ୟ ଶ୍ରେଣୀ—ଦୋୟମ୍, 3 ୟଶ୍ରେଣୀ—ସୋୟମ୍, 4 ର୍ଥ ଶ୍ରେଣୀ—ଚାହାରମ୍ ଇତ୍ୟାଦି।] — [ଦ୍ର—1842ସାଲର ଓଡୢଶା ରାଜସ୍ୱ ବନ୍ଦୋବସ୍ତ ସମଯରେ ଉର୍ବରତା ଅନୁସାରେ ଜମିମାନଙ୍କ ଶ୍ରେଣୀ ବିଭାଗ କରାଯାଇ ତଦନୁସାରେ ଖଜଣା ଧାର୍ଯ୍ଯ ହୋଇଗଲା1ମ ଶ୍ରେଣୀ ବା ଅତ୍ୟୁକୃଷ୍ଟ— ଅଉଲ୍.2ୟ ଶ୍ରେଣୀ—ଦୋୟମ୍,3ୟଶ୍ରେଣୀ—ସୋୟମ୍,4ର୍ଥ ଶ୍ରେଣୀ—ଚାହାରମ୍ ଇତ୍ୟାଦି]
- ବୈଦେ. ବିଣ (ଫା) — ଦ୍ୱିତୀୟ — Second (in position)