ଦୋଭାଷୀ Dobhāshī

  • ଦେ. ବିଣ. (ସଂ. ଦ୍ୱିଭାଷୀ) — ଯେ ଦୁଇଟି ଭାଷାରେ କଥା କହି ପାରେ — Speaking two languages; able to talk in two languages
  • ଦେ. ବିଣ. (ସଂ. ଦ୍ୱିଭାଷୀ) — ମିଥ୍ୟାବାଦୀ; ଯେ ଗୋଟିଏ କଥା କହି ପରେ ତାହା ବଦଳାଏ; ଦୋହଲପୀ — Untruthful; Perjuring
  • ଦେ. ବିଣ. (ସଂ. ଦ୍ୱିଭାଷୀ) — ଦରବାରେ ହେଲୁଣି ଦୋଭାଷୀ ରେ। କବିସୂର୍ଯ୍ୟ ରତ୍ନାକର ଚମ୍ପୂ. ଦ ଗୀତ।
  • ଦେ. ବିଣ. (ସଂ. ଦ୍ୱିଭାଷୀ) — ଦୁଇଟି ଭାଷା ସମ୍ବନ୍ଧୀୟ — Bilingual
  • ଦେ. ବିଣ. (ସଂ. ଦ୍ୱିଭାଷୀ) — ଯେଉଁ ଗ୍ରନ୍ଥରେ ଦୁଇଟି ଭାଷା ବ୍ଯବହୃତ ହୋଇଥାଏ — (a book) Written in two languages
  • ବି. — ଯେଉଁ ଲୋକ ଏକ ଭାଷାରେ କଥିତ ବିଷୟକୁ ଅନ୍ଯ ଭାଷାରେ ଅନୁବାଦ କରି କହେ — An interpreter