ଦୋଭାକୀ Dobhākī

  • ଦେ. ବିଣ. ଓ ବି. — ଦୋଭାଷୀ (ଦେଖ) — Dobhāshī (See)
  • ଦେ. ବିଣ. ଓ ବି. — ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଗୋଟାଏ ଦୋଭାକୀ ଜରିଆରେ କଥା ଚଳେ। ଫକୀରମୋହନ. ଗଳ୍ପସ୍ୱଳ୍ପ।