ଦୋମାସି Domāsi

  • ଦେ. ବି. (ସଂ. ଦ୍ୱିମାସ) — ମଳ ମାସ; ଚାନ୍ଦ୍ରମାନ ବର୍ଷ ଓ ସୌରମାନ ବର୍ଷ ମଧ୍ୟର ପ୍ରାୟ 6 ଦିନ ପ୍ରଭେଦ ଥିବାରୁ ପ୍ରାୟ ପ୍ରତି 3 ବର୍ଷ ପରେ ଯେଉଁ ଗୋଟିଏ ଅଧିକା ଚାନ୍ଦ୍ର— ମାନ ମାସ ଯୋଗ କରାଯାଇ ଉଭୟର ଋତୁଗତ ସାମ୍ୟ ରକ୍ଷା କରାଯାଏ; ଅଧିମାସ — ମଳ ମାସ; ଚାନ୍ଦ୍ରମାନ ବର୍ଷ ଓ ସୌରମାନ ବର୍ଷ ମଧ୍ୟର ପ୍ରାୟ6ଦିନ ପ୍ରଭେଦ ଥିବାରୁ ପ୍ରାୟ ପ୍ରତି3ବର୍ଷ ପରେ ଯେଉଁ ଗୋଟିଏ ଅଧିକା ଚାନ୍ଦ୍ର— ମାନ ମାସ ଯୋଗ କରାଯାଇ ଉଭୟର ଋତୁଗତ ସାମ୍ୟ ରକ୍ଷା କରାଯାଏ; ଅଧିମାସ—An intercalary month
  • ବିଣ — ଦୋମାସିଆ (ଦେଖ) — Domāsiā (See)