ଦେବାଜୀବ Debājība

  • ସଂ. ବି. (ବହୁବ୍ରୀହି; ଦେବ+ଆଜୀବ=ଜୀବିକା) — ଦେବପୂଜକ; ପୂଜାହାରୀ ବ୍ରାହ୍ମଣ — A professional worshipper or priest of Deities