ଦେବା Debā
- ସଂ. ବି (ସଂ. ଦେବୃ ଶବ୍ଦ; ଦିବ୍ ଧାତୁ କ୍ରୀଡ଼ା କରିବା+ଋ ସଂଜ୍ଞାର୍ଥେ) — ଦେବର; ଦିଅର — Husband's younger brother
- ସଂ. ବି (ସଂ. ଦେବୃ ଶବ୍ଦ; ଦିବ୍ ଧାତୁ କ୍ରୀଡ଼ା କରିବା+ଋ ସଂଜ୍ଞାର୍ଥେ) — ରଣ୍ଡାପତି; ରାଣ୍ଡୀ ସ୍ତ୍ରୀର ସ୍ୱାମୀ; ଠାୟାଁ — The husband of a remarried widow
- ସଂ. ବି. ସ୍ତ୍ରୀ — ପଥଚାରିଣୀ (ପ୍ରକୃତିବାଦ) — Name of a plant
- ସଂ. ବି. ସ୍ତ୍ରୀ — ଅଶନପର୍ଣ୍ଣୀ (ପ୍ରକୃତିବାଦ) — Name of a plant
- ଦେ. ବି. (ସଂ. ଦେବ) — ଦେବତା — Deity
- ଦେ. ବି. (ସଂ. ଦେବ) — (ସଂ. ଦେବ ଶବ୍ଦର 1 ମା. ବହୁବଚନ ଦେବାଃ)— ଦେବତାମାନେ — (ସଂ. ଦେବ ଶବ୍ଦର1ମା. ବହୁବଚନ ଦେବାଃ)— ଦେବତାମାନେ—. The Gods
- ଦେ. ବି. (ସଂ. ଦେବ) — ଡମରୁଧର ଯାକୁ ସେବା, ଡରେ ଖଟନ୍ତି ସର୍ବ ଦେବା। କମଳଲୋଚନ ଚଉତିଶା।
- ଦେ. କ୍ରି.—(ସଂ. ଦା ଧାତୁ; ଓ ଦେ ଧାତୁ) — ଉପହାର ଦେବା — To present
- ଦେ. କ୍ରି.—(ସଂ. ଦା ଧାତୁ; ଓ ଦେ ଧାତୁ) — ପ୍ରଦାନ କରିବା; ଦାନ କରିବା — To give; to donate
- ଦେ. କ୍ରି.—(ସଂ. ଦା ଧାତୁ; ଓ ଦେ ଧାତୁ) — ଦେବ ଦ୍ୟାଇବ ଦେପଦ ବୋଲିବ। ଚକୁଳିଆ ପଣ୍ଡାଙ୍କ ଗୀତ।
- ଦେ. କ୍ରି.—(ସଂ. ଦା ଧାତୁ; ଓ ଦେ ଧାତୁ) — (ସମୟ ବା ଅବସର ବା ଛୁଟି ବା ଅନୁମତି) ମଞ୍ଜୁର କରିବା — To grant (time or opportunity or leave or permission)
- ଦେ. କ୍ରି.—(ସଂ. ଦା ଧାତୁ; ଓ ଦେ ଧାତୁ) — ଅନ୍ୟର ହସ୍ତରେ ଅର୍ପଣ କରିବା — To handover; to make over