ଦେବସାତ୍ କୃତ Debasāt-kṛuta

  • ସଂ. ବିଣ — ଦେବତାଙ୍କ ଉଦ୍ଦେଶ୍ୟରେ ଦତ୍ତ — Dedicated to a Deity
  • ସଂ. ବିଣ — ଦେବ ସେବାରେ ନିୟୋଜିତ — Endowed for the service of a Deity