ଦେବାଦେବୀ Debādebī

  • ଦେ. ବି. (ବହୁବ୍ରୀହି; ସଂ. ଦେବ+ଦେବୀ) — ଅମର ଓ ଅମରୀ; ଦେବଗଣ ଓ ଦେବୀଗଣ — The Gods and Goddesses
  • ଦେ. ବି. (ବହୁବ୍ରୀହି; ସଂ. ଦେବ+ଦେବୀ) — ବ୍ରହ୍ମା ଶଙ୍କର ଦେବାଦେବୀ; ଅଗ୍ନି ପବନ ଚନ୍ଦ୍ର ରବି । ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ ।