ଦେବାତ୍ମା Debātmā

  • ସଂ. ବିଣ (ବହୁବ୍ରୀହି; ଦେବ+ଆତ୍ମନ୍) — ଦେବତାସ୍ୱରୁପ — Like a God; God-like
  • ସଂ. ବିଣ (ବହୁବ୍ରୀହି; ଦେବ+ଆତ୍ମନ୍) — ଦେବ ପ୍ରକୃତିବିଶିଷ୍ଟ — Of divine or godly nature
  • ବି — ଅଶ୍ୱତ୍ଥବୃକ୍ଷ — The Ficus Religiosa (tree)