ଦୃଶଦ୍ Dṛuṣad

  • ସଂ. ବି (ଦୃ ଧାତୁ=ବିଦୀର୍ଣ୍ଣହେବା+ଅଧିକରଣ. ଶବ୍ଦ) — ପ୍ରସ୍ତର; ପଥର; ଶିଳା — Stone
  • ସଂ. ବି (ଦୃ ଧାତୁ=ବିଦୀର୍ଣ୍ଣହେବା+ଅଧିକରଣ. ଶବ୍ଦ) — ବିସ୍ତୃତ ଶିଳାଖଣ୍ଡ — An extensive slab of stone; a rock
  • ସଂ. ବି (ଦୃ ଧାତୁ=ବିଦୀର୍ଣ୍ଣହେବା+ଅଧିକରଣ. ଶବ୍ଦ) — ଶିଳ — A flat stone to grind on
  • ସଂ. ବି (ଦୃ ଧାତୁ=ବିଦୀର୍ଣ୍ଣହେବା+ଅଧିକରଣ. ଶବ୍ଦ) — ପଥର ଚଟାଣ — A pavement or surface of stone