ଦୃପ୍ତ Dṛupta

  • ସଂ. ବିଣ. ପୁଂ (ଦୃପ୍ ଧାତୁ+କର୍ତ୍ତୃ. ତ) — ଦର୍ପଯୁକ୍ତ; ଅହଙ୍କୃତ — Pride; arrogant
  • ସଂ. ବିଣ. ପୁଂ (ଦୃପ୍ ଧାତୁ+କର୍ତ୍ତୃ. ତ) — ଉଦ୍ଧତ — Impertent; rude
  • ସଂ. ବିଣ. ପୁଂ (ଦୃପ୍ ଧାତୁ+କର୍ତ୍ତୃ. ତ) — ଉଗ୍ର; ପ୍ରଚଣ୍ଡ — Wrathful; violent; fierce
  • ସଂ. ବିଣ. ପୁଂ (ଦୃପ୍ ଧାତୁ+କର୍ତ୍ତୃ. ତ) — ଦୁର୍ବିନୀତି; ଦୁଷ୍ଟ — Wicked
  • ସଂ. ବିଣ. ପୁଂ (ଦୃପ୍ ଧାତୁ+କର୍ତ୍ତୃ. ତ) — ପ୍ରଜ୍ଜ୍ୱଳିତ — Blazing; fiery
  • ସଂ. ବି. — ବିଷ୍ଣୁ — The God Bishṇu