ଦୃଶଦ୍ବତୀ Dṛuṡadbatī

  • ସଂ. ବି. ସ୍ତ୍ରୀ (ଦୃଶଦ୍=ପଥର+ଅସ୍ତି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଆର୍ଯ୍ଯାବର୍ତ୍ତର ପୂର୍ବ ସୀମାରେ କଳ୍ପିତ ପ୍ରାଚୀନ ଭାରତର ନଦୀବିଶେଷ — Name of an ancient river said to flow by the eastern boundary of Northern India
  • ସଂ. ବି. ସ୍ତ୍ରୀ (ଦୃଶଦ୍=ପଥର+ଅସ୍ତି ଅର୍ଥରେ ବତ୍+ସ୍ତ୍ରୀ. ଈ) — [ଦ୍ର—ଦୃଶଦ୍ବତୀ ନଦୀର ନାମ ଋଗ୍ବେଦରେ ଅଛି। ସଂଭବତଃ ଏ ନଦୀର ଆଧୁନିକ ନାମ ଘଗ୍ଗର ବା ରାଖୀ; ଏହା ଥାନେଶ୍ୱରର 13 ମାଇଲ ଦକ୍ଷିଣରେ ବହୁଅଛି। ମହାଭାରତରେ ଏ ନଦୀ କୁରୁକ୍ଷେତ୍ରର ଅନ୍ତର୍ଗତ ଥିବାର ବୋଲା ଯାଇଅଛି। ମନୁସ୍ମୃତିରେ ଏହା ବ୍ରହ୍ମା— ବର୍ତ୍ତର ସୀମା ବୋଲି ଲେଖା ଅଛି (ହି. ଶବ୍ଦସାଗର) । ପଶ୍ଚିମରେ ସରସ୍ୱତୀ ଓ ପୂର୍ବରେ ଦୃଶଦ୍ବତୀ ନଦୀ ମଧ୍ୟସ୍ଥ ଅଞ୍ଚଳକୁ ଆର୍ଯ୍ଯାବର୍ତ୍ତ ବୋଲା ଯାଉଥିଲା।] — [ଦ୍ର—ଦୃଶଦ୍ବତୀ ନଦୀର ନାମ ଋଗ୍ବେଦରେ ଅଛି ସଂଭବତଃ ଏ ନଦୀର ଆଧୁନିକ ନାମ ଘଗ୍ଗର ବା ରାଖୀ; ଏହା ଥାନେଶ୍ୱରର13ମାଇଲ ଦକ୍ଷିଣରେ ବହୁଅଛି ମହାଭାରତରେ ଏ ନଦୀ କୁରୁକ୍ଷେତ୍ରର ଅନ୍ତର୍ଗତ ଥିବାର ବୋଲା ଯାଇଅଛି ମନୁସ୍ମୃତିରେ ଏହା ବ୍ରହ୍ମା— ବର୍ତ୍ତର ସୀମା ବୋଲି ଲେଖା ଅଛି (ହି. ଶବ୍ଦସାଗର) ପଶ୍ଚିମରେ ସରସ୍ୱତୀ ଓ ପୂର୍ବରେ ଦୃଶଦ୍ବତୀ ନଦୀ ମଧ୍ୟସ୍ଥ ଅଞ୍ଚଳକୁ ଆର୍ଯ୍ଯାବର୍ତ୍ତ ବୋଲା ଯାଉଥିଲା]
  • ସଂ. ବି. ସ୍ତ୍ରୀ (ଦୃଶଦ୍=ପଥର+ଅସ୍ତି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ (ଦୃଶଦ୍=ପଥର+ଅସ୍ତି ଅର୍ଥରେ ବତ୍+ସ୍ତ୍ରୀ. ଈ) — ବିଶ୍ୱାମିତ୍ରଙ୍କର ଏକ ପତ୍ନୀ — Name of a wife of sage Biṡwāmitra
  • ବିଣ. ସ୍ତ୍ରୀ — ପ୍ରସ୍ତରମୟ — Stony; rocky