ଦୃଶାନ Dṛuṡāna

  • ସଂ. ବି. (ଦୃଶ ଧାତୁ+କର୍ମ. ଆନ) — ପ୍ରକାଶ; ଆଭା — Glamour
  • ସଂ. ବି. (ଦୃଶ ଧାତୁ+କର୍ମ. ଆନ) — (କର୍ତ୍ତୃ. ଆନ) ବିରୋଚନ ଦୈତ୍ୟ (ହି. ଶବ୍ଦସାଗର) — The demon Birochana
  • ସଂ. ବି. (ଦୃଶ ଧାତୁ+କର୍ମ. ଆନ) — ଆଚାର୍ଯ୍ଯ; ଗୁରୁ (ହି. ଶବ୍ଦସାଗର) — Preceptor
  • ସଂ. ବି. (ଦୃଶ ଧାତୁ+କର୍ମ. ଆନ) — ବ୍ରାହ୍ମଣ — Brāhmaṇa
  • ସଂ. ବି. (ଦୃଶ ଧାତୁ+କର୍ମ. ଆନ) — ପ୍ରଜାପାଳକ ରାଜା (ହି. ଶବ୍ଦସାଗର) — A king who protects his subjects