ଦୃବ୍ଧ Dṛubdha

  • ସଂ. ବିଣ (ଦୃଭ୍ ଧାତୁ=ଭୀତ ହେବା; ଗ୍ରନ୍ଥନ କରିବା+ତ) — (କର୍ମ. ତ) ଗ୍ରଥିତ — , Sewn; arranged in an orderly manner
  • ସଂ. ବିଣ (ଦୃଭ୍ ଧାତୁ=ଭୀତ ହେବା; ଗ୍ରନ୍ଥନ କରିବା+ତ) — (+କର୍ତ୍ତୃ. ତ)—ଭୀତ — , Frightened; afraid