ଦୃଶ Dṛuṡa
- (ସଂ. ଦୃଶ ଧାତୁ)—ଦେ. ବିଣ — ଦୃଷ୍ଟ — Seen; found
- (ସଂ. ଦୃଶ ଧାତୁ)—ଦେ. ବିଣ — ଏହି ସୁଲକ୍ଷଣା ହୁଏ ଦୃଶ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରା।
- (ସଂ. ଦୃଶ ଧାତୁ)—ଦେ. ବିଣ — ଦୃଶ୍ୟ — Visible
- (ସଂ. ଦୃଶ ଧାତୁ)—ଦେ. ବିଣ — ନୋହେ ଘୁକନେତ୍ର ଗୋଳ କଜ୍ଜଳ ଦୃଶ କରାଏ ଗାଢ଼ତମଃ ସ୍ଥଳ। କବିସୂର୍ଯ୍ୟ. କବିତାକଲ୍ଲୋଳ।