ଦୁର୍ଯୋଗ Durj̄oga

  • ସଂ. ବି. (ଦୁର୍+ଯୋଗ; କର୍ମଧା) — ଦୁର୍ଭାଗ୍ୟ — Misfortune
  • ସଂ. ବି. (ଦୁର୍+ଯୋଗ; କର୍ମଧା) — ଦୁଃଖର ଯୋଗ; ଦୁଃଖଜନକ ଘଟନା— ବଳିର ସମାବେଶ — Unfavourable conjunction of circumstances
  • ସଂ. ବି. (ଦୁର୍+ଯୋଗ; କର୍ମଧା) — ଅମଙ୍ଗଳସୂଚକ ଘଟନା — Ominous circumstance
  • ସଂ. ବି. (ଦୁର୍+ଯୋଗ; କର୍ମଧା) — ଦୁଃଖର ସମୟ — Bad time; crisis
  • ସଂ. ବି. (ଦୁର୍+ଯୋଗ; କର୍ମଧା) — ଦୁର୍ଦିନ — Cloudy day; stormy weather; foul weather